Advertisment

ପାରାଦୀପରେ ମାଛ ମଡ଼କ; ମଲା ମାଛ ବୋହି ନେଉଛନ୍ତି ଲୋକେ

ପାରାଦ୍ୱୀପରେ ମାଛ ମଡ଼କ । ବାଲିଝରା କ୍ରିକ୍‌ରେ ରୋହି ଭାକୁର ଭଳି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି ।

ଅଦ୍ୟତନ ହୋଇଛି
Hundreds of dead fish found floating in Paradip

Hundreds of dead fish found floating in Paradip

Advertisment

ପାରାଦ୍ୱୀପରେ ମାଛ ମଡ଼କ । ବାଲିଝରା କ୍ରିକ୍‌ରେ ରୋହି ଭାକୁର ଭଳି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ତେବେ ଲୋକେ ମଲା ମାଛକୁ ମଧ୍ୟ ଘରକୁ ନେଇଯାଉଛନ୍ତି ।

Advertisment

ଗତ ଦୁଇରୁ ତିନି ଦିନ ହେଲାଣି ମାଛ ମଡ଼କ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଅନେକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା ।

Advertisment

ତେବେ ମାଛ ମଡକର କାରଣ ଜଣା ପଡ଼ିନଥିବା ବେଳେ ତଦନ୍ତ ପରେ ହିଁ ଏହାର ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ।

Paradip Dead Fish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ