Advertisment

ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ

ପରବର୍ତ୍ତୀ ଶୁଣାଣି ଯାଏଁ OPSC କିଛି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ

ଅଦ୍ୟତନ ହୋଇଛି
OPSC

OPSC

Advertisment

ASP ପଦୋନ୍ନତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ । ଡିଏସପିରୁ ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । OPSC ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦିଆଯାଇଛି । ଏହା ପରବର୍ତ୍ତୀ ଶୁଣାଣି ଯାଏଁ କିଛି ପଦକ୍ଷେପ ନ ନେବାକୁ OPSC କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Advertisment

ପ୍ରମୋଟି ଡିଏସପିଙ୍କୁ ASP ପଦୋନ୍ନତି ସଂପର୍କିତ ବିଜ୍ଞପ୍ତି ନେଇ ମାମଲା ହୋଇଥିଲା । ପ୍ରମୋଟି ଅଫିସରଙ୍କ ପଦୋନ୍ନତି ସମୟସୀମା ହ୍ରାସକୁ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇଥିଲା । ପ୍ରମୋଟିଙ୍କ କ୍ଷେତ୍ରରେ ୩ ବର୍ଷରୁ ୬ମାସ ହ୍ରାସକୁ ଚାଲେଂଜ କରାଯାଇଥିଲା । OPSC ଦ୍ୱାରା ସିଧାସଳଖ ନିଯୁକ୍ତ DSP ବିଜ୍ଞପ୍ତିକୁ ଚାଲେଂଜ କରାଯାଇଥିଲା ।

OPSC High Court DCP HC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ