gst will be levied on many things people said there is a situation like sri lanka
ଖାଉଟିଙ୍କୁ ମହଙ୍ଗା ମାଡ଼ । ମାଛ, କଦଳୀ, ପନିର, ଲସି, ମହୁ, ଶୁଖିଲା ମଖାନା, ଶୁଖିଲା ସୋୟାବିନ୍, ମଟର, ଗହମ ଏବଂ ଅନ୍ୟାନ୍ୟ ଶସ୍ୟ ଏବଂ ମୁଢ଼ି ପରି ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବୃଦ୍ଧି ହୋଇଛି । ଏସବୁ ପ୍ରଡକ୍ଟ ଉପରେ ସରକାର ୫% ଜିଏସ୍ଟି ଲଗାଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଫଳରେ ସେମାନେ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ନିଜ ଅସନ୍ତୋଷ ଜାହିର କରିଛନ୍ତି । ତେବେ ଆସନ୍ତୁ ଦେଖିବା ସରକାରଙ୍କ ନୂଆ ନିଷ୍ପତ୍ତି ଉପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କ’ଣ ରହିଛି ଜନମତ?
आज से दही, लस्सी, छांछ, पनीर, गुड़, खांडसारी, चावल, गेहूं और आटा महंगा होगा क्योंकि केंद्र सरकार आपसे GST वसूलना चाहती है।
सबका साथ, अपनों का विकास, अंधविश्वास!
— Jayant Singh (@jayantrld) July 18, 2022
Middle Class khatam !!
Almost all food items are in tax netGST on health = 18%
GST on hospital beds = 5%
GST on diamonds = 1.5% #GST#GstRateHikepic.twitter.com/wWWFT7ws9v
— Sam's voice (@samck004) July 17, 2022
#GST Chappaathi with 5% GST. pic.twitter.com/2I563wa1vZ
— Bibinbabu pakalkuri (@bibinbabu1994) July 17, 2022
5% GST on basics.
Ache din begins from tomorrow!#GST#GSTHikepic.twitter.com/6kH4DBB5W2
— FATHIMA THAHILIYA K (@thahiliya) July 17, 2022
Our expert finance minister @nsitharaman and @GST_Council Way of thinking
GST rate on diamond: 1.5% GST
GST rate on jaggery, curd, poha, kurmura etc- 5% GST
Claps!@FinMinIndia@cbic_india#GST#GSThikepic.twitter.com/2t2iARrCJf
— Anurag Nahta (@anuragnahta) July 18, 2022
ତେବେ ଦିନକୁ ଦିନ ବଢ଼ୁଥିବା ଦରଦାମ୍ ଲୋକଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ପାଲଟିଛି । ଏହି ପରି ସ୍ଥିତି ଲାଗି ରହିଲେ ହୁଏତ ଭାରତରେ ବି ଖୁବ୍ ଶ୍ରୀଘ୍ର ଶ୍ରୀଲଙ୍କା ପରିସ୍ଥିତି ଉପୁଜିପାରେ ବୋଲି ସାଧାରଣରେ ଆଶଙ୍କା କରାଯାଉଛି । ଶ୍ରୀଲଙ୍କାରେ ବଢ଼ୁଥିବା ଦରଦାମ୍କୁ ନେଇ ହାହାକାର ସ୍ଥିତି ଉପୁଜିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658139931.jpg)