ଅଦ୍ୟତନ ହୋଇଛି
Girl Attempts Suicide By Jumping Into Kuakhai River
Advertisment
ଭୁବନେଶ୍ୱର ବାଲିଅନ୍ତା ନିକଟରେ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ନଦୀକୁ ଡେଇଁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି।
Advertisment
କେଉଁ କାରଣ ପାଇଁ ସମ୍ପୃକ୍ତ ଯୁବତୀ ନଦୀକୁ ଡେଇଁଲେ ତାହା ଜଣାପଡ଼ିନି। ମଞ୍ଚେଶ୍ୱର ଥାନାରେ ଯୁବତୀ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଯୁବତୀଙ୍କ ହାତରେ ଅନେକ କଟା ଦାଗ ଥିବା ଦେଖିବାକୁ ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654676580.jpg)