Advertisment

ଜୁନ୍‌ ପ୍ରଥମ ସପ୍ତାହରେ ଜୟପୁରରୁ ଉଡ଼ିବ ବିମାନ

ମିଶନ ଶକ୍ତି ଦ୍ୱାରା ର୍ନିମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଉଷା ପାଢ଼ୀ ।

Jeypore Airport

Jeypore Airport

Advertisment

ଜୁନ ପ୍ରଥମ ସପ୍ତାହରେ ଜୟପୁରରୁ ଉଡ଼ିବ ବିମାନ । ଜୟପୁରରୁ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଉଡ଼ିବ ବିମାନ । ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ସିଟ୍ ବିଶିଷ୍ଟ ବିମାନ ଯାତ୍ରା କରିବ । ତେବେ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଯାତ୍ରୀଙ୍କୁ ରିହାତି ଦରରେ ସେବା ଯୋଗାଇ ଦିଆଯିବ । କୋରାପୁଟ ଗସ୍ତରେ ଆସି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ । ଏଥିସହ  ଆକାଂକ୍ଷା ଜିଲ୍ଲା କୋରାପୁଟର ନନ୍ଦପୁର ଓ ବୋରିଗୁମ୍ମା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ଉଷା । ମିଶନ ଶକ୍ତି ଦ୍ୱାରା ର୍ନିମାଣ ହୋଇଥିବା ପ୍ରକଳ୍ପ ବି ପରିଦର୍ଶନ କରିଛନ୍ତି ଉଷା ପାଢ଼ୀ ।

Advertisment
Jeypore Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ