Advertisment

ହୁ ହୁ ହୋଇ ଜଳିଗଲା ଇଭି ଗାଡ଼ି ସୋ’ ରୁମ୍

ରାଣୀହାଟ କେନାଲ ରୋଡରେ ଥିବା ଇଭି ସୋରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି ।

EV Scooters Fires

EV Scooters Fires

Advertisment

କଟକ ବ୍ୟାଟେରୀ ଗାଡ଼ି ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଇଭି ଗାଡ଼ି ସୋ’ ରୁମ୍ । ରାଣୀହାଟ କେନାଲ ରୋଡରେ ଥିବା ଇଭି ସୋରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।

Advertisment
Fire Mishap EV Scooter Fires
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ