Advertisment

ମିଳିଲା ମହିଳା SIଙ୍କ ପତ୍ତା, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ...

ଘରେ ଅଛନ୍ତି ମହିଳା ପୋଲିସ ସବଇନ୍ସପେକ୍ଟର। ନିଜ ପୈତୃକ ଘର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସଇଁତଳାରେ ମହିଳା SI କାଜଲ ବାଗ୍ ଅଛନ୍ତି।

Female sub inspector Kajal Bag is at her ancestral home

Female sub inspector Kajal Bag is at her ancestral home

Advertisment

ଘରେ ଅଛନ୍ତି ମହିଳା ପୋଲିସ ସବଇନ୍ସପେକ୍ଟର। ନିଜ ପୈତୃକ ଘର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସଇଁତଳାରେ ମହିଳା SI କାଜଲ ବାଗ୍ ଅଛନ୍ତି। ଏନେଇ କାଜଲଙ୍କ ବାପା ମାନଗୋବିନ୍ଦ ବାଗ୍ ବୋଲି ସୂଚନା ଦେଇଛନ୍ତି।

Advertisment

ଝିଅ ଭଲ ଓ ସୁସ୍ଥ ଥିବା ମାନଗୋବିନ୍ଦ କହିଛନ୍ତି। ତେବେ ମହିଳା ପୋଲିସ ଏସ୍‌ଆଇ କାଜଲ ବାଗ୍ ବଲାଙ୍ଗିର ସଇଁତଳାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସୂଚନାଥାଉ କି, ଗୁରୁବାର ଦିନ ସଇଁତଳାରେ ବିଷ ପିଇ SI କାଜଲ ବାଗ୍ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଥିଲେ। ଏହାପରେ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ସେ କେଉଁଆଡ଼େ ଉଭାନ ହୋଇଯାଇଥିଲେ ବୋଲି ଚର୍ଚ୍ଚା ହେଉଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ