ଅଦ୍ୟତନ ହୋଇଛି
Drowning
Advertisment
ରାୟଗଡ଼ା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଘଟିଲା ଅଘଟଣ । ବୁଡ଼ି ଯାଉଥିବା ୩ ଛୁଆଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କଲେ ବାପା । ୨ଟି ଛୁଆଙ୍କୁ ଉଦ୍ଧାର କରିଥିଲେ ବି ଆଉ ଏକ ଛୁଆ ଭାସିଯିବା ସୂଚନା ମିଳିଛି ।
Advertisment
ସୂଚନା ମୁତାବକ ଗାଧୋଇଲା ବେଳେ ୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା । ଜୀବନକୁ ବାଜି ଲଗାଇ ପ୍ରଖର ସ୍ରୋତରୁ ୨ ପିଲାଙ୍କୁ ଉଦ୍ଧାର ମଧ୍ୟ କରିଥିଲେ । ମାତ୍ର ଆଉ ଜଣଙ୍କୁ ଉଦ୍ଧାର ପାଇଁ ଯାଇ ନିଜେ ସ୍ରୋତରେ ଫସି ଯାଇଥିଲେ ।
ଦୀର୍ଘ ସମୟ ନଦୀ ମଝିରେ ଫସିବା ପରେ ତାଙ୍କୁ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛି । ବାପାଙ୍କୁ ଉଦ୍ଧାର କରାଯାଇଥିଲେ ବି ଭାସିଯାଇଥିବା ଜଣେ ପିଲାର ପତ୍ତା ଏଯାଏଁ ମିଳୁନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Drowning_1661415446.jpg)