Advertisment

ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ

ବଲାଙ୍ଗିରରେ ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର  ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି।

ଅଦ୍ୟତନ ହୋଇଛି
Eviction drive launched in Bolangir

Eviction drive launched in Bolangir

Advertisment

ବଲାଙ୍ଗିରରେ ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଜବରଦଖଲରେ ଥିବା ୪ ଜଣଙ୍କ ଦୋକାନର କିଛି ଅଂଶ ଭଙ୍ଗା ଯାଇଛି। ବଲାଙ୍ଗିର  ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି।

Advertisment

ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ୟୁନିଭର୍ସିଟିର ଉନ୍ନତିମୂଳକ କାମ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କିଛି ଷ୍ଟଲ ଓ ଘରର ଜବରଦଖଲ ଅଂଶ ଭଙ୍ଗା ଯାଇଛି।

ଆଗାମୀ ଦିନରେ ୟୁନିଭର୍ସିଟିର ଅନ୍ୟ ଅଂଶରୁ ମଧ୍ୟ ଜବରଦଖଲ ହଟାଯିବ ବୋଲି ମାଜିଷ୍ଟେଟ ଦାୟିତ୍ୱରେ ଥିବା ତହସିଲଦାର କହିଛନ୍ତି। ରାଜାରାଜୁଡା ସମୟରୁ ୟୁନିଭର୍ସିଟିର ଶହ ଶହ ଏକର ଜମି ଥିବାବେଳେ ଧିରେ ଧିରେ ୟୁନିଭର୍ସିଟି ଜମିକୁ ଜବରଦଖଲ କରି ନେଇଥିଲେ ଅନେକ ଲୋକ। 

Advertisment
Rajendra University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ