Advertisment

ଏଣିକି ରାଜଧାନୀରେ ଗଡିବ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍

ରାଜଧାନୀରେ ଗଡିବ ବହୁ ପ୍ରତିକ୍ଷୀତ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍...

ଅଦ୍ୟତନ ହୋଇଛି
Electric Bus Begins Trial Run In Bhubaneswar

Electric Bus Begins Trial Run In Bhubaneswar

Advertisment

ରାଜଧାନୀରେ ଗଡିବ ବହୁ ପ୍ରତିକ୍ଷୀତ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍ । ଫୁଲ ଫ୍ରେଜରେ ଚାଲିବା ପୂର୍ବରୁ କ୍ରୁଟ ପକ୍ଷରୁ ଟ୍ରାଏଲ ରନ ଆରମ୍ଭ ହୋଇଯାଇଛି । ପ୍ରାଥମିକ ଭାବେ ୧୦ଟି ଇଲ୍ରେିକ ବସ ଏବେ ରାଜଧାନୀର ବିଭିନ୍ନ ରୁଟରେ ଟ୍ରାଏଲ୍ ରନ୍ କରୁଛି ।

Advertisment

ଟ୍ରାଏଲ ରନ ବସ ପାଇଁ ଅସ୍ଥାୟୀ ଭାବେ ପଟିଆ ଠାରେ ଏକ ଚାର୍ଜିଂ ଷ୍ଟେସନ ମଧ୍ୟ କରାଯାଇଛି । ଟ୍ରାଏଲ ରନ୍ ସଫଳ ହେବା ପରେ ୧୦ଟି ବସ ପ୍ରାଥମି ଭାବେ ରାଜଧାନୀରେ ମୋ ବସ ଜରିଆରେ ଚାଲିବ । ପରେ ଆଉ ୫୦ ଟି ଗାଡି ବିଭିନ୍ନ ରୁଟରେ ଚାଲିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଜୁଲାଇ ଶେଷ ସପ୍ତାହ ବେଳକୁ ରାଜଧାନୀରେ ଏହି ଇଲେକ୍ଟ୍ରିକ୍‌ ବସ ଚାଲିବା ପାଇଁ ଆଶା ରଖିଛି କ୍ରୁଟ ।

Electric Buses
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ