ଅଦ୍ୟତନ ହୋଇଛି
BJP Vice President Baijayant Panda
Advertisment
ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ଏକ ସର୍ବୋତ୍ତମ ପସନ୍ଦ। ସେ ବିଭିନ୍ନ ସମୟରେ ବିଭିନ୍ନ ଦାୟିତ୍ୱ ଯେଉଁ ଭଳି ଭାବେ ସଫଳତାର ସହ ନିର୍ବାହ କରିଛନ୍ତି। ଏହାକୁ ଭୂରିଭୂରି ପ୍ରଶଂସା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
Advertisment
ଦ୍ରୌପଦୀ ମୁର୍ମୁ ଲୋକଙ୍କ ପାଇଁ ବହୁତ କାମ କରିଛନ୍ତି। ତେଣୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ଦେଶ ପାଇଁ ଭଲ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ଆସିଛି। ସମାଜର ଅବହେଳିତ ଶ୍ରେଣୀକୁ ସମ୍ମାନ ଓ ଦାୟିତ୍ୱ ମିଳୁଛି ବୋଲି ବୈଜୟନ୍ତ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us