Advertisment

ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ.....

ଅଦ୍ୟତନ ହୋଇଛି
Diarrhoea outbreak leaves 4 dead, dozens ill in Rayagada

Diarrhoea outbreak leaves 4 dead, dozens ill in Rayagada

Advertisment

ଝାଡ଼ାବାନ୍ତିରେ ୫ ମୃତ । ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାଲି ରାତିରେ ଟିକିରି ଝଡ଼ଇାସାହିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଟିକିରି ଝଡ଼ଇାସାହିର ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । 

Advertisment

ସେହିପରି ଆଜି ଟିକିରି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଆକ୍ରାନ୍ତ ଟିକିରି ଓ କାଶିପୁର ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ତେବେ ଗାଁରେ ଏଯାଏଁ ମେଡିକାଲ୍ ଟିମ୍ ପହଞ୍ଚିପାରିନାହାନ୍ତି । ସେପଟେ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ରାୟଗଡ଼ା CDMO କହିଛନ୍ତି ।

Diarrhoea Outbreak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ