ବୈଜ୍ଞାନିକ ପଦ୍ଧତିରେ କରନ୍ତୁ ଗେଣ୍ଡୁଫୁଲ ଚାଷ

ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା ଏହିପରି ଏକ ଫୁଲ ହେଉଛି 'ଗେଣ୍ଡୁ' ଯାହାର ଅନେକଗୁଡିଏ ଭଲ ଗୁଣ ଅଛି । ଏହା ଶୀଘ୍ର ନଷ୍ଟ ହୁଏ ନାହିଁ, ଅପେକ୍ଷାକୃତ ଭାବେ ଟାଣ, ଶସ୍ତା, ସୁନ୍ଦର ଓ ସହଜରେ ମିଳିଥାଏ । ଆଜିକାଲି ଏହି ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଛି ।

Make a profit by growing marigold

News Summary

ଆମ ରାଜ୍ୟରେ ଗେଣ୍ଡୁ ଫୁଲର ଚାହିଦା ଅଧିକ

ପୂଜା ପର୍ବଠାରୁ ଆରମ୍ଭ କରି ଜନ୍ମଦିନରେ ଘର ଉପାସନା ପୀଠ ଓ ସଭା ସମିତି ମାନଙ୍କରେ ଏହି ଫୁଲର ଆଦର ସବୁଠି । ଶୀତଦିନରେ ଏହି ଫୁଲର ବ୍ୟବହାର ସମସ୍ତଙ୍କଠାରୁ ଆଗରେ । ଶୀତଦିନେ ଅଧିକାଂଶ ଲୋକଙ୍କ ବାଡି ବଗିଚାରେ ବିଭିନ୍ନ ରଙ୍ଗର ଗେଣ୍ଡୁଫୁଲ ଶୋଭାବର୍ଦ୍ଧନ କରେ । ଏହା ଏକ ତୃଣ ଜାତୀୟ ଉଦ୍ଭିଦ ଓ ମୁଖ୍ୟତଃ ଶୀତଦିନେ ଫୁଟିଥାଏ । କିନ୍ତୁ ଏବେ ବୈଜ୍ଞାନିକ ପଦ୍ଧତିରେ ସବୁଦିନିଆ କିସମ ଉଭାବିତ ହେଲାଣି । ଏହାକୁ ବର୍ଷସାରା ଚାଷ କରାଯାଇପାରୁଛି ।

ଆମ ରାଜ୍ୟରେ ଗେଣ୍ଡୁ ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ସେହି ତୁଳନାରେ ଉତ୍ପାଦନ ଖୁବ କମ । ତେଣୁ ପଡୋଶୀ ରାଜ୍ୟ ଉପରେ ୯୦ ଶତକଡା ନିର୍ଭର କରିବାକୁ ପଡୁଛି । ଆମର ରାଜ୍ୟରେ ଫୁଲର ବଜାର ରହିଛି । ତେଣୁ ଚାଷୀଭାଇମାନେ ଏହାକୁ ଉନ୍ନତ ପ୍ରଣାଳୀରେ ଚାଷକଲେ ଆର୍ଥିକ ଦୃଷ୍ଟିରୁ ନିଶ୍ଚିତ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଏହାର ଚାଷ ଓ ସାରା ପରିଚାଳନା ଜାଣିବା ।

ଗେଣ୍ଡୁ ଫୁଲ ଚାଷ ପାଇଁ ଜମି ପ୍ରସ୍ତୁତି:

ଚାରା ରୋପଣ ପଦ୍ଧତି ଓ ଯତ୍ନ:

ସାର ପରିଚାଳନା: