Advertisment

ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ, ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ

ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Controversy Over Construction Of New Building Of Srimandir Administration

Controversy Over Construction Of New Building Of Srimandir Administration

Advertisment

ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ୨୦୦ ମିଟର ପରିଧି ଭିତରେ ନିର୍ମାଣ କାମ ଚାଲୁଥିବାରୁ ଏନେଇ National Monuments Authority(NMA) ଆପତ୍ତି ଜଣାଇଛନ୍ତି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି।

Advertisment

ଏହି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୨୦୦ ମିଟର ପରିଧି ଭିତରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବିଲଡିଂ ପ୍ଲାନ୍‌ରେ ସଂଶୋଧନ ପାଇଁ NMA କହିସାରିଛି। ତେଣୁ ଆଇନ୍ ଅନୁସାରେ କାମ ହେଉ। ଶ୍ରୀମନ୍ଦିରର ସୁରକ୍ଷା ଆମର ପ୍ରାଥମିକତା।

Advertisment


— Aparajita Sarangi, Member of Parliament (@AprajitaSarangi) May 14, 2022

Advertisment

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ