Advertisment

ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ

ଇଟାଲୀରୁ ଫେରି ଦୁବାଇରେ ଅଟକିବେ ମୁଖ୍ୟମନ୍ତ୍ରୀ

CM may Meet Pope

CM may Meet Pope

Advertisment

ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ ! ଇଟାଲି ଗସ୍ତରେ ପୋପ୍‌ଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ। ଇଟାଲି ଇନଭେଷ୍ଟର୍ସ ମିଟ୍ ଅବସରରେ ସାକ୍ଷାତ ସମ୍ଭାବନା ରହିଛି। ଏନେଇ ବୈଦେଶିକ ମନ୍ତ୍ରାଳୟରୁ ଅନୁମତି ମିଳିଥିବା ସୂଚନା ମିଳିଛି। ଇଟାଲୀରୁ ଫେରି ଦୁବାଇରେ ଅଟକିବେ ମୁଖ୍ୟମନ୍ତ୍ରୀ। ସେଠାରେ ଇନଭେଷ୍ଟର୍ସ ମିଟ୍ ଓ ପ୍ରବାସୀ ଓଡ଼ଇାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Advertisment
CM Meet Pope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ