Advertisment

ଖସିପଡିଲା ବ୍ରହ୍ମପୁର MKCG ମେଡିକାଲର ସିଲିଂ

ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି ।

MKCG Hospital

MKCG Hospital

Advertisment

ବ୍ରହ୍ମପୁର MKCG ମେଡିକାଲରେ ଅଘଟଣ । ଖସିପଡିଲା ମେଡିକାଲ୍‌ର ସିଲିଂ । ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏହି ମହଲାରେ ଥିବା ୟୁରୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ ହୋଇଥିଲା । ଆଉ ଏବେ ସିଲିଂ ଖସିବା ପରେ ଏହାର ନିର୍ମାଣ ନେଇ ପ୍ରଶ୍ନ ଉଠିଛି ।

Advertisment

ଅଗ୍ନିକାଣ୍ଡ ସମୟରେ ନିଆଁ ଲିଭାଇବା ବେଳେ କେତେକ ସିଲିଂ ଭଙ୍ଗାଯାଇଥିଲା । ହେଲେ ଯେଉଁ ବିଭାଗରେ କିଛି ବି କ୍ଷତି ହୋଇନଥିଲା, ସେଠାରେ ସିଲିଂ ଖସିବା ପରେ ଏହାର ନିର୍ମାଣ ନେଇ ପ୍ରଶ୍ନ ଉଠିଛି ।  

MKCG Hospital Ceiling Fall Down
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ