Carcass of 2 more elephants found in Dhama forest range; Crime Branch STF seizes the carcasses Odish
Advertisment
ପୁଣି ଠାବ ହେଲା ହାତୀ କଙ୍କାଳ । ସମ୍ବଲପୁର ଧମା ରେଞ୍ଜ୍ରେ ପୋଡ଼ାଜଳା ଅବସ୍ଥାରେ ୨ ହାତୀ କଙ୍କାଳ ଠାବ ହୋଇଛି । ସେଥିମଧ୍ୟରୁ ତବଲେଇ-ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିବାବେଳେ କୋଲଗାଁ ସଂରକ୍ଷିତ ଜଙ୍ଗଲରେ ଆଉ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିବା ସୂଚନା ମିଳିଛି । ତେବେ ଉଭୟ ସ୍ଥାନରୁ କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍ ହାତୀ କଙ୍କାଳ ଠାବ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658654863.jpg)