ଅଦ୍ୟତନ ହୋଇଛି
Bus Accident
Advertisment
ଭୁବନେଶ୍ୱରଜୟଦେବବିହାରଓଭରବ୍ରିଜତଳେବସ୍ଦୁର୍ଘଟଣା ।ଡିଭାଇଡରରେପିଟିହୋଇଓଲଟିଲାବସ୍। ଅଳ୍ପକେବର୍ତ୍ତିଲେ ୩୦ ଜଣ ଶ୍ରମିକ।
Advertisment
ସୂଚନା ଅନୁସାରେ, ବସ୍ଟି ଶ୍ରମିକଙ୍କୁନେଇନୟାପଲ୍ଲୀରୁପଟିଆଯାଉଥିବାବେଳେଡିଭାଇଡରରେପିଟିହୋଇଓଲଟିପଡ଼ିଥିଲା। ହେଲେ ସୌଭାଗ୍ୟବଶତଃଦୁର୍ଘଟଣାରୁଅଳ୍ପକେବର୍ତ୍ତିଯାଇଛନ୍ତି ୩୦ ଜଣ ଶ୍ରମିକ ।
ତେବେକିଛିଶ୍ରମିକଆହତହୋଇଥିବାବେଳେ ସେମାନଙ୍କୁ କ୍ୟାପିଟାଲହସ୍ପିଟାଲରେଭର୍ତ୍ତିକରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us