Breaches Embankment In Pattamundai Canal
Advertisment
ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ମାହାଙ୍ଗା ତ୍ରିବେଣୀଶ୍ୱର ବଜାର ନିକଟରେ କେନାଲ ବନ୍ଧ ଭାଙ୍ଗି ଯାଇଛି। ବନ୍ଧ ଭାଙ୍ଗି ଯିବାରୁ ବିରୁପା ନଦୀକୁ କେନାଲର ପାଣି ପ୍ରବେଶ କରୁଥିବା ସୂଚନା ମିଳିଛି।
Advertisment
ଏଥିଯୋଗୁ ଗୋପୀନାଥପୁର ଓ କୁଆଁପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/a_1667010151.jpg)