Advertisment

କୋଣାର୍କ ଏକ୍ସପ୍ରେସରେ ବୋମା ! ଯାତ୍ରୀ ଭୟଭୀତ

ବର୍ତ୍ତମାନ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନରେ ବମ୍ ସ୍କ୍ୱାର୍ଡ ଯାଞ୍ଚ ଜାରି ରଖିଛି

ଅଦ୍ୟତନ ହୋଇଛି
konark

konark

Advertisment

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା ମିଳିଛି । ବର୍ତ୍ତମାନ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନରେ ବମ୍ ସ୍କ୍ୱାର୍ଡ ଯାଞ୍ଚ ଜାରି ରଖିଛି । ଟ୍ରେନରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ବୋମା ତଲାସୀ ଚାଲିଛି । କେବଳ ଏତିକି ନୁହେଁ ଯାତ୍ରୀଙ୍କୁ ଟ୍ରେନ୍‌ଠୁ ନିରାପତ୍ତା ଦୂରତାକୁ ଚାଲିଯିବାକୁ କୁହାଯାଇଛି । ଟ୍ରେନ୍‌ରେ ବୋମା ଥିବା ଜାଣିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଯାଇଛନ୍ତି । ତେବେ କାହାରି କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଗତକାଲି ଭୁବନେଶ୍ୱର ଷ୍ଟେସନରୁ ଛାଡ଼ିଥିଲା ଏହି ଟ୍ରେନ ।

Advertisment
Konark Express Bomb Scare In Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ