Advertisment

ରାଜଧାନୀର ଏଇ ସବୁ ଛକରେ ଲାଗିଛି ସିସିଟିଭି : ନିୟମ ଖିଲାପ୍‌ କଲେ ଦେବେ ଫାଇନ୍‌

ଅନେକ ସମୟରେ ଦେଖାଯାଏ କି ଗାଡିଚାଳକମାନେ ଭାବନ୍ତି ସେମାନେ ନିୟମ ଭାଙ୍ଗିଲେ ବି ତାଙ୍କୁ କେହି ଦେଖିନି ବା ଟ୍ରାଫିକ ପୋଲିସ ଫାଇନ କାଟିନି। ହେଲେ ଜାଣିରଖନ୍ତୁ...ଏବେ ସେମିତି ଜମାରୁ ଭାବନ୍ତୁ ନାହିଁ। କାରଣ ପ୍ରତି ଛକରେ ଆପଣଙ୍କ ଉପରେ ସିସିଟିଭିର ରହିଛି ନଜର। ଟିକିଏ ଭୁଲ ପାଇଁ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍‌..

ଅଦ୍ୟତନ ହୋଇଛି
Traffic

Traffic

Advertisment

ରାଜଧାନୀ ଭୁବନେଶ୍ୱରରେ ଆପଣ ଗାଡି ଚଳାଉଛନ୍ତି କି? ସାବଧାନ...ଆପଣ ଭାବୁଥିବେ ରାସ୍ତାରେ ଯିବା ବେଳେ ଆପଣଙ୍କୁ କିଏ ଦେଖୁନାହିଁ। ପରିବହନ ବିଭାଗର ନିୟମ ନମାନିଲେ ବି କେହି ଧରିବେ ନାହିଁ କି ଫାଇନ୍ ଦେବାକୁ ପଡିବନି। ଯଦି ଆପଣ ଏମିତି ଭାବୁଥିବେ ତାହା ସଂପୂର୍ଣ୍ଣ ଭୁଲ। କାରଣ ସହର ସାରା ଲାଗିଛି ସିସିଟିଭି...ଆଉ ଆପଣଙ୍କ ଉପରେ ରହିଛି ନଜର। ଟିକିଏ ଭୁଲ କଲେ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା। ତେବେ ଆସନ୍ତୁ ଜାଣିବା ଭୁବନେଶ୍ୱରର କେଉଁ କେଉଁ ଛକରେ ଲାଗିଛି ସିସିଟିଭ । .

Advertisment

ଏୟାରପୋର୍ଟ, କ୍ୟାପିଟାଲ ହସ୍ପିଟାଲ ଛକ, ଫରେଷ୍ଟ ପାର୍କ, ହାଉସିଂ ବୋର୍ଡ, କଳିଙ୍ଗ ଷ୍ଟାଡିୟମ୍‌, କଳିଙ୍ଗ ହସ୍ପିଟାଲ ଛକ, କଳ୍ପନା, କିଟ୍‌ କ୍ୟାଂପସ୍‌ ଗେଟ୍‌-୩, କିଟ୍‌ ଛକ, ପଟିଆ, ନିକୋ ପାର୍କ, ରାଜମହଲ, ପାୱାର ହାଉସ, ରାମ ମନ୍ଦିର, ରୂପାଲି, ଶିଶୁଭବନ, ଷ୍ଟେୱାର୍ଟ ସ୍କୁଲ, କିଟ୍‌, ବରମୁଣ୍ଡା, କ୍ୟାପିଟାଲ ଛକ, ଏକାମ୍ର କାନନ ରୋଡ୍‌, ଇନଫୋସିଟି-ପଟିଆ ରୋଡ୍‌, ଜୟଦେବ ବିହାର, ରାଜପଥ ମିଡ୍‌ ବ୍ଲକ୍‌, ନାକା ଗେଟ୍‌, ଚନ୍ଦକା ରୋଡ୍‌, ମଧୁସୂଦନ ପାର୍କ-ପୋଖରୀପୁଟ ରୋଡ୍‌, ପ୍ରତିଭା ମଣ୍ଡପ, ଟ୍ରାଇଡେଣ୍ଟ ହୋଟେଲ , ସୈନିକ ସ୍କୁଲରୁ ଆଚାର୍ଯ୍ୟ ବିହାର ରାସ୍ତା, ଶାସ୍ତ୍ରୀ ନଗରରୁ ୧୨୦-ବାଟାଲିଅନ, ବାଣୀବିହାର ଛକରୁ ରସୁଲଗଡ ଛକ..

ଅନେକ ସମୟରେ ଦେଖାଯାଏ କି ଗାଡିଚାଳକମାନେ ଭାବନ୍ତି ସେମାନେ ନିୟମ ଭାଙ୍ଗିଲେ ବି ତାଙ୍କୁ କେହି ଦେଖିନି ବା ଟ୍ରାଫିକ ପୋଲିସ ଫାଇନ କାଟିନି। ହେଲେ ଜାଣିରଖନ୍ତୁ...ଏବେ ସେମିତି ଜମାରୁ ଭାବନ୍ତୁ ନାହିଁ। କାରଣ ପ୍ରତି ଛକରେ ଆପଣଙ୍କ ଉପରେ ସିସିଟିଭିର ରହିଛି ନଜର। ଟିକିଏ ଭୁଲ ପାଇଁ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍‌...

Advertisment
Bhubaneswar Odisha Police Traffic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ