ଅଦ୍ୟତନ ହୋଇଛି
Bhubaneswar: People To Be Fined Upto Rs 10000 For Throwing Garbage In Open
Advertisment
ରାସ୍ତାରେ ଅଳିଆ ପକାଇଲେ ଦବାକୁ ପଡିବ ଫାଇନ୍ । ରାଜଧାନୀରେ ରାସ୍ତାରେ ଅଳିଆ ପକାଇଥିବାରୁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ରାଜଧାନୀର ସୁଖୋମ୍ ଗାର୍ମେଣ୍ଟସ ଓ ବିବେକାନନ୍ଦ ମାର୍ଗ ସ୍ଥିତ ଡର ଲାଲ ପାଥୋଲାବସ ଠାରୁ ଫାଇନ୍ ଆଦାୟ ହେବ ।
Advertisment
ଡର ଲାଲ ପାଥୋଲାବସ ଉପରେ ୧୦ ହଜାର ଟଙ୍କା ଓ ସୁଖୋମ୍ ଗାର୍ମେଣ୍ଟସ୍କୁ ୫ ହଜାର ଟଙ୍କା ଫାଇନ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଏମସି ପକ୍ଷରୁ ରାସ୍ତା ଉପରେ ଅଳିଆ ନପକାଇବା ପାଇଁ ବାରମ୍ବାର ସଚେତନ କରାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659063588.jpg)