Advertisment

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ ।

ଅଦ୍ୟତନ ହୋଇଛି
undefined

Srimandir Corridor Project

Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ । ଆବେଦକ କ୍ଷିତୀଶ ରୋଶନ ସିଂହ ଏ ସମ୍ପର୍କରେ ASIକୁ ଆରଟିଆରେ ତଥ୍ୟ ମାଗିଥିବା ବେଳେ ଏକଥା ପଦାକୁ ଆସିଛି । ଏଥିପାଇଁ ASI ଭୁବନେଶ୍ୱର ସର୍କଲ ପକ୍ଷରୁ କୌଣସି ଉପଦେଶ, ନୀତିନିୟମ ଓ ନିର୍ଦ୍ଦେଶିକା ରାଜ୍ୟ ସରକାରଙ୍କୁ ଦିଆଯାଇନି ବୋଲି ଉତ୍ତର ରଖିଛି ASI ।

Advertisment
ASI Srimandir Corridor Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ