Babushan Mohanty
ହାଇକୋର୍ଟରେ ବାବୁସାନଙ୍କ ଜାମିନ୍ ଆବେଦନର ଅନ୍ତ । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଲେ ହାଇକୋର୍ଟ । ବାବୁସାନ ତଦନ୍ତରେ ସହଯୋଗ କରୁଥିବା ଜଣାଇଲେ ଉଭୟ ପକ୍ଷ ଓକିଲ । ଉଭୟ ସରକାରୀ ଓ ବାବୁସାନଙ୍କ ଓକିଲ ହାଇକୋର୍ଟଙ୍କୁ ଏନେଇ ଜଣାଇଥିବା ସୂଚନା ମିଳିଛି । ଏନେଇ ବାବୁସାନଙ୍କ ଓକିଲ ଧରଣୀଧର ନାୟକଙ୍କ ସୂଚନା ଦେଇଛନ୍ତି ।
ପତ୍ନୀ ତୃପ୍ତିଙ୍କ ସହ ବିବାଦ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ବାବୁସାନ । ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ ମଧ୍ୟ କରିଥିଲେ ।ପତ୍ନୀଙ୍କ ପକ୍ଷରୁ ପୂର୍ବରୁ ବାବୁସାନଙ୍କ ବିପକ୍ଷରେ ମାମଲା ଦାୟର ହୋଇଥିଲା । ବାବୁସାନଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659605067.jpg)