ଅଦ୍ୟତନ ହୋଇଛି
Mahanadi River
Advertisment
ସମ୍ବଲପୁରରେ ମହାନଦୀକୁ ଡେଇଁ ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ଟିମ୍ ୬୯ ବର୍ଷୀୟ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ସମ୍ବଲପୁର ଚାଉଁରପୁର ବ୍ରିଜ୍ ଉପରୁ ସମ୍ପୃକ୍ତ ବୃଦ୍ଧ ନଦୀକୁ ଖସି ପଡ଼ିଥିଲେ। ସେଲ୍ଫି ନେବା ବେଳେ ସେ ଖସି ପଡ଼ିଥିବା କହିଥିଲେ।
Advertisment
ସୂଚନା ଅନୁସାରେ, ଗାଡ଼ି ରଖି ସେଲ୍ଫି ନେଉଥିବା ବେଳେ ବୃଦ୍ଧଙ୍କ ଗୋଡ଼ ଖସି ଯାଇଥିଲା। ସ୍ନାୟୁଗତ ସମସ୍ୟା ମଧ୍ୟ ଥିଲା, ତେଣୁ ହଠାତ୍ ଗୋଡ଼ ଖସି ଯାଇଥିଲା। ଉଦ୍ଧାର ପରେ ସେ କହିଛନ୍ତି ଯେ, ନଦୀକୁ ମୁଁ ହେଇଁ ନଥିଲି। ସେଲ୍ଫି ନେବାବେଳେ ଗୋଡ଼ ଖସି ଯାଇଥିଲା। ବଞ୍ଚିବାର ଆଶା ନଥିଲା। ସୌଭାଗ୍ୟବଶତଃ, ବଡ଼ ଘାସ ବୁଦାକୁ ଧରି ରହି ଯାଇଥିଲି।’
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694497584.jpg)