17 Telia fish weighing 3 quintals fetches Rs 25 lakh in auction in Paradip
Advertisment
ମାଛର ଦାମ୍ ୨୫ ଲକ୍ଷ ଟଙ୍କା । ପାରାଦୀପ ସମୁଦ୍ରରୁ ଧରା ହୋଇଥିବା ବିରଳ ମାଛ ଲକ୍ଷାଧିକ ଟଙ୍କାରେ ନିଲାମ ହୋଇଛି । ସମୁଦ୍ରରୁ ଧରା ହୋଇଥିବା ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।
Advertisment
ଏହାର ଓଜନ ୩ କୁଇଣ୍ଟାଲରୁ ଅଧିକ ରହିଛି । ମାଛର ନାଁ ତେଲିଆ ବୋଲି ଜଣାପଡ଼ିଛି। ପାରାଦୀପର ଜଣେ ବ୍ୟବସାୟୀ ଏହାର ନିଲାମ ନେଇଥିବା ବେଳେ ଏହାକୁ ଦୀଘା ମାର୍କେଟରେ ବିକ୍ରି କରିବେ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1702279473.jpg)