Advertisment

ଗଛରେ ପିଟି ହୋଇ ଓଲଟିଲା ବୋଲେରୋ, ୧୧ ଆହତ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ..

11 hurt as Bolero rams into roadside tree in Kandhamal

11 hurt as Bolero rams into roadside tree in Kandhamal

Advertisment

ଗଛରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ୧୧ ଆହତ ହୋଇଛନ୍ତି । କନ୍ଧମାଳ ରାଇକିଆ ବ୍ଲକ ନିକଟ ଗୁଞ୍ଜିବାଡ଼ିଠାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।

Advertisment

ସମସ୍ତ ଯାତ୍ରୀ ରାଇକିଆ ବ୍ଲକ ଦିଗି ଅଞ୍ଚଳରୁ ଗୁଞ୍ଜିବାଡ଼ି ଗ୍ରାମକୁ ଏକ ଶୋକ ସଭାରେ ଯୋଗଦେବାକୁ ଯାଉଥିଲେ । ସେହିସମୟରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡିଛି । ଦୁର୍ଘଟଣା ଫଳରେ ବୋଲେରୋରେ ବସିଥିବା ୧୧ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ