ଉଜ୍ଜ୍ୱଳ ତ୍ୱଚା ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ବିଉଟି ଟିପ୍ସ୍‌

ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

bright skin

News Summary

ଦିନରେ ଦୁଇଥର ଫେସ୍‌ ୱାଶ୍‌ କରନ୍ତୁ

ଫଳ ଓ ତଟକା ପରିବା ଅଧିକ ଖାଆନ୍ତୁ।

ମୁହଁ ହେଉଛି ମଣିଷର ଆଇନା। ତେଣୁ ମୁହଁର ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି।ବିଉଟି ପାର୍ଲର ଯାଇ ଖର୍ଚ୍ଚାନ୍ତ ବି ହୁଅନ୍ତି । ତେବେ ବହୁ ଘରୋଇ ଉପାଚାର ନିଜ ଦୈନଦିନ ଜୀବନରେ ସାମିଲ କଲେ ତ୍ୱଚାରେ ଉଜ୍ଜ୍ୱଳ ଦେଖାଯାଇଥାଏ । ତେବେ ଚାଲନ୍ତୁ ଜାଣିବା କିଛି ବିଉଟି ଟିପ୍ସ୍ ।