ଉତ୍ତର ପୂର୍ବ ଦିଗର କଣ ରହିଛି ବିଶେଷତ୍ୱ, କଣ କହେ ବାସ୍ତୁ

ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ । ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି । ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ । ଆଜିର ବାସ୍ତୁଶାସ୍ତ୍ରରେ ଉତ୍ତର ପୂର୍ବ ଦିଗ ବିଷୟରେ ସମ୍ବଧିତ ଅଟେ ।

Vastu shastra and Pot

News Summary

ଉତ୍ତର ପୂର୍ଵ ଦିଗରେ ରଖନ୍ତୁ ମାଟି ପାତ୍ରରେ ପାଣି, ଦୂର ହେବ ଆର୍ଥିକ ସମସ୍ୟା

ବାସ୍ତୁଶାସ୍ତ୍ରରେ ଘରର ନୀତି ନିୟମକୁ ନେଇ ବିଭିନ୍ନ ତଥ୍ୟ ଦିଆଯାଇଥାଏ । କାରଣ ବାସ୍ତୁଶାସ୍ତ୍ର ଗୋଟିଏ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ନିହାତି ଆବଶ୍ୟକ । ବାସ୍ତୁ ଶାସ୍ତ୍ରରେ ଏହିଭଳି କିଛି ତଥ୍ୟ ରହିଛି ଯାହା ଆମ ଘର ଓ ଜୀବନରେ ବିଭିନ୍ନ ସମସ୍ୟାର ସମାଧାନ କରିପାରିବ । ବାସ୍ତୁ ଅନୁସାରେ  ଘରର ଉତ୍ତର ପୂର୍ଵ ଦିଗ ଓ ମାଟିରେ ତିଆରି ବସ୍ତୁର ଅନେକ ମହତ୍ତ୍ୱ ରହିଛି । ତେବେ ଆଜିର ବାସ୍ତୁଶାସ୍ତ୍ର ଉତ୍ତର ପୂର୍ବ ଦିଗ ବିଷୟରେ ସମ୍ବଧିତ ଅଟେ । ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ଏହାର ବିଶେଷତ୍ୱ କଣ ରହିଛି । 

 

VASTU