ଘରେ ଲଗାନ୍ତୁ ଏହି ସବୁ ଗଛ, ହେବ ନାହିଁ ସମସ୍ୟା

ଆମ ଜୀବନରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ଆମ ଘର ଚାରିପଟେ ବିଭିନ୍ନ ଗଛ ବା ବୃକ୍ଷ ରହିଛି ଯାହା ଆମ ଜୀବନ ଉପରେ ବହୁତ ପ୍ରଭାବ ପକେଇଥାଏ । ଆଜି ଜାଣିବା ବାସ୍ତୁ ଅନୁଯାୟୀ ବୃକ୍ଷ ଆମ ଜୀବନରେ କଣ ପ୍ରଭାବ ପକେଇଥାଏ ।

Vastu for Tree

News Summary

ଅଶୋକ ଗଛରୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ

ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ

ଆମ ଜୀବନରେ ଗଛ ବୃକ୍ଷର ଅନେକ ମହତ୍ତ୍ୱ ରହିଛି । ଏଗୁଡିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି । ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ବୃକ୍ଷର ମହତ୍ତ୍ୱ ।

ମନିପ୍ଲାଣ୍ଟ:

ଅଶୋକ ଗଛ:

ତୁଳସୀ ଗଛ: