Advertisment

ଭାଗ୍ୟ ବଦଳାଇଥାଏ ରୋଷେଇ ଘରର ମସଲା, ଜାଣନ୍ତୁ କିପରି

କଣ ଆପଣ ଜାଣନ୍ତି କି ରେଷେଇ ଘରେ ବ୍ୟବହାର ହେଉଥିବା ମସଲା ମଣିଷର ଭାଗ୍ୟ ବଦଳାଇ ଦେଇଥାଏ ? ରୋଷେଇରେ ମସଲା ପଡ଼ିଲେ ଖାଦ୍ୟର ସ୍ୱାଦ ବଢି ଯାଇଥାଏ ସେହିପରି ମସଲା ସହିତ ମଣିଷର ଭଗ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ମସଲାର ବିଶେଷ ମହତ୍ତ୍ୱ ରହିଛି? ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ।

ଅଦ୍ୟତନ ହୋଇଛି
Luck changes the kitchen spice

Luck changes the kitchen spice

Advertisment

କଣ ଆପଣ ଜାଣନ୍ତି କି ରେଷେଇ ଘରେ ବ୍ୟବହାର ହେଉଥିବା ମସଲା ମଣିଷର ଭାଗ୍ୟ ବଦଳାଇ ଦେଇଥାଏ ? ରୋଷେଇରେ ମସଲା ପଡ଼ିଲେ ଖାଦ୍ୟର ସ୍ୱାଦ ବଢି ଯାଇଥାଏ ସେହିପରି ମସଲା ସହିତ ମଣିଷର ଭଗ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ମସଲାର ବିଶେଷ ମହତ୍ତ୍ୱ ରହିଛି? ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। ତେଣୁ ଏଥି ସହ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୁର ହୋଇ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଚାଲନ୍ତୁ ଜାଣିବା ଏହା ବିଷୟରେ…

Advertisment

ଲବଙ୍ଗ ଏବଂ ଗୋଲ ମରିଚରେ କରନ୍ତୁ ଶନି ଗ୍ରହ ମଜବୁତ:

ବାସ୍ତୁ ଅନୁଯାୟୀ, ଲବଙ୍ଗ ଏବଂ ଗୋଲ ମରିଚ ଶନି ଗ୍ରହକୁ ପ୍ରତିପାଦିତ କରିଥାଏ । ତେଣୁ, ଏହା ସହ ଜଡିତ ଉପାୟ ଗ୍ରହଣ କରି ଆପଣ ରାଶିଫଳରେ ଶନି ଗ୍ରହକୁ ମଜବୁତ କରିପାରିବେ । ଏଥିପାଇଁ ସୋରିଷ ତେଲରେ ଲବଙ୍ଗ କିମ୍ବା ଗୋଲ ମରିଚ ପକାଇ ଦୀପ ଜାଳନ୍ତୁ । ଏହା ଶନିର ଗ୍ରହର ଖରାପ ପ୍ରଭାବରୁ ମୁକ୍ତି ଦେବ ଏବଂ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ।

ଜିରା ଦ୍ୱାରା କରନ୍ତୁ ରାହୁ-କେତୁ ଗ୍ରହ ଶାନ୍ତ:

ରାଶିରେ ରାହୁ କେତୁ ଗ୍ରହ ଅଶାନ୍ତି ହେବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ, ଯେଉଁ ରାଶି ମାନଙ୍କରେ ରାହୁ-କେତୁ ଦଶା ଚାଲିଛି, ସେମାନେ ଶନିବାର ଦିନ ଜିରା ଦାନ କରିବା ଉଚିତ୍ । ଯେହେତୁ ଜିରା ରାହୁ-କେତୁ ଗ୍ରହ ସହିତ ଜଡିତ, ଏହା ସେମାନଙ୍କର ଖରାପ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Advertisment

ହେଙ୍ଗୁରୁ କରନ୍ତୁ ବୁଧ ଏବଂ ବୃହଷ୍ପତି ଗ୍ରହ ମଜବୁତ:

ହେଙ୍ଗୁ ସହିତ ବୁଦ୍ଧ ଏବଂ ବୃହସ୍ପତି ଗ୍ରହ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ ମଧ୍ୟାହ୍ନ ଭୋଜନରେ ହିଙ୍ଗ ଖାଇବା ଦ୍ୱାରା ମନହେଙ୍ଗୁରୁ କରନ୍ତୁ ବୁଧ ଏବଂ ବୃହଷ୍ପତି ଗ୍ରହ ମଜବୁତ: ହେଙ୍ଗୁ ସହିତ ବୁଦ୍ଧ ଏବଂ ବୃହସ୍ପତି ଗ୍ରହ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ ମଧ୍ୟାହ୍ନ ଭୋଜନରେ ହିଙ୍ଗ ଖାଇବା ଦ୍ୱାରା ମନ ଶାନ୍ତ ରହିଥାଏ । ଏହା ଦ୍ୱାରା ବୁଦ୍ଧ ଦୋଷରୁ ମୁକ୍ତି ମିଳିବା ସହିତ ବୃହସ୍ପତି ଗ୍ରହ ରାଶିଫଳରେ ମଜବୁତ ହୋଇଥାଏ ।

ହଳଦୀରେ କରନ୍ତୁ ବୃହଷ୍ପତି ଗ୍ରହ ମଜବୁତ:

ହଳଦୀ ବୃହସ୍ପତି ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ କୁଣ୍ଡଳୀରେ ବୃହସ୍ପତିଙ୍କୁ ମଜବୁତ କରିବା ପାଇଁ ପକେଟରେ ହଳଦୀ ଖଣ୍ଡ କିମ୍ବା ଏକ ଚିମୁଟାଏ ହଳଦୀକୁ ରୁମାଲରେ ବାନ୍ଧି ରଖିବା ଉଚିତ୍ ।

Advertisment
Vastu Tips Luck Changes The Kitchen Spice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ