ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।

vastu and clove

News Summary

ଭାଗ୍ୟ ବଦଳାଇବ ଲବଙ୍ଗ

ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଘରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଦେବା ,ପାରିବାରିକ ଅଶାନ୍ତି ଦେଖାଦେବା ଆଦି ବାସ୍ତୁ ଶାସ୍ତ୍ରର କାରଣ ହୋଇପାରେ । ତେବେ ବାସ୍ତୁ ଅନୁସାରେ ବିଭିନ୍ନ ଉପାୟର ସାମାଧାନ ହୋଇପାରିବ ।

 ଅଧିକାଂଶ ସମୟ ଏମିତି ହୋଇଥାଏ ଯେ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ନିଜ ପରିଶ୍ରମ ଅନୁସାରେ ଆମେ ଫଳ ଲାଭ କରି ନଥାଉ । ତେଣୁ ବାସ୍ତୁବିତ୍ ଦ୍ଵାରା ଲବଙ୍ଗ ରେ କିଛି ଉପାୟ ବିଷୟରେ ଆସନ୍ତୁ ଜାଣିବା।