ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ‌ଏହି ସବୁ କାର୍ଯ୍ୟ, ପ୍ରବେଶ କରିଥାଏ ନାକରାତ୍ମକ ଶକ୍ତି

ପୌରାଣିକ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ମାନି ଚଳିଲେ ଘରେ ନାକାରାତ୍ମକ ପରିବେଶ ସୃଷ୍ଟି ହୋଇନଥାଏ । ସନ୍ଧ୍ୟା ପରେ ବିଭିନ୍ନ କାର୍ଯ୍ୟ କରିବା ବର୍ଜନୀୟ ଅଟେ । ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ ।

Vastu tips

News Summary

ସୂର୍ଯ୍ୟାସ୍ତ ପରେ କେଶ କାଟିବା ଉଚିତ ନୁହେଁ

ରାତିରେ ଲୁଗା ସଫା କରିବା ଉଚିତ ନୁହେଁ

ପୌରାଣିକ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ମାନି ଚଳିଲେ ଘରେ ନାକାରାତ୍ମକ ପରିବେଶ ସୃଷ୍ଟି ହୋଇନଥାଏ । ସନ୍ଧ୍ୟା ପରେ ବିଭିନ୍ନ କାର୍ଯ୍ୟ କରିବା ବର୍ଜନୀୟ ଅଟେ । ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ । ଏହାସହ ସେହି ସମସ୍ତ ବର୍ଜନୀୟ କାର୍ଯ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟ କେଉଁ ସମୟରେ କରିବା ଉଚିତ୍ ଅଟେ ।