କଳା ରାଶିର ପ୍ରୟୋଗ କରି ଭଗବାନଙ୍କୁ ସନ୍ତୁଷ୍ଟ କରନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ କଳା ରାଶିର ଅନେକ ମହତ୍ୱ ରହିଛି । କଳା ରାଶିର ବ୍ୟବହାର ବିଶେଷ କରି ପୂଜା ପାଠରେ ବ୍ୟବହାର କରାଯାଇଥାଏ । ବହୁ ସମୟରେ ଘରେ ନାନା ସମସ୍ୟା ଲାଗି ରହିଥାଏ । ବାସ୍ତୁ ଅନୁସାରେ ଏହାକୁ ଶନି ଦୋଷ ବା ରାହୁ କାଳ ଖରାପ ଥାଏ ବୋଲି ବିବେଚନା କରଯାଏ ।

vastu for sesame seeds

News Summary

କଳା ରାଶିର ପ୍ରୟୋଗ କଲେ ପିତୃ ଦୋଷ ଦୂର ହୁଏ

ବାସ୍ତୁ ଶାସ୍ତ୍ର ଅନୁସାରେ କଳା ରାଶିର ଅନେକ ମହତ୍ୱ ରହିଛି । କଳା ରାଶିର ବ୍ୟବହାର ବିଶେଷ କରି ପୂଜା ପାଠରେ ବ୍ୟବହାର କରାଯାଇଥାଏ । ବହୁ ସମୟରେ ଘରେ ନାନା ସମସ୍ୟା ଲାଗି ରହିଥାଏ । ବାସ୍ତୁ ଅନୁସାରେ ଏହାକୁ ଶନି ଦୋଷ ବା ରାହୁ କାଳ ଖରାପ ଥାଏ ବୋଲି ବିବେଚନା କରଯାଏ । ତେବେ ଚାଲନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କଳା ରାଶିର ପ୍ରୟୋଗ କଣ ରହିଛି ।