ସୁଖ ସମୃଦ୍ଧିର ବାଧକ ସାଜିଥାଏ ଏହି ସବୁ ଜିନିଷ ,ଜାଣନ୍ତି କି ?

ପ୍ରତେକ ବାସ୍ତୁ ନିୟମରେ କିଛିନାକିଛି ରହସ୍ୟ ରହିଥାଏ l ବସ୍ତୁକୁ ନେଇ ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ନିଜର ପ୍ରଭାବ ପକାଇଥାନ୍ତି

vastu tips

News Summary

ଠାକୁର ଘରେ କୌଣସି ପ୍ରକାରର ଖଣ୍ଡିତ ମୂର୍ତି ରଖିବା ଉଚିତ ନୁହେଁ

ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ଏହି ସବୁ ବସ୍ତୁକୁ ଘରୁ କାଢ଼ିଦେବା ଆବଶ୍ୟକ । ଆସନ୍ତୁ ଜାଣିବା ସେଗୁଡିକ କଣ –