ଶରୀରର ଗଠନ କହିବ ଆପଣ କେତେ ଭାଗ୍ୟଶାଳୀ

ଆପଣଙ୍କ ପାଦତଳେ ଏହିଭଳି କିଛି ଚିହ୍ନ ଅଛି କି ? ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ତେବେ ଆପଣ ଏବେ ଏହା ପରଖି ନିଅନ୍ତୁ । ବହୁତ କମ୍ ଲୋକ ଜାଣଥାନ୍ତି ଯେ ନିଜ ଶରୀରର ଗଠନକୁ ନେଇ ଆପଣ ଭାଗ୍ୟଶାଳୀ ହୋଇ ପାରନ୍ତି । ସମୁଦ୍ର ଶାସ୍ତ୍ର ଅନୁସାରେ କଣ ରହିଛି ଶରୀର ଗଠନକୁ ନେଇ ରହସ୍ୟ...

foot and hand line reading

News Summary

ହାତରେ ୬ ଟି ଆଙ୍ଗୁଠି ଥିଲେ ଭାଗ୍ୟଶାଳୀ ସେହି ବ୍ୟକ୍ତି

ହାତରେ ତ୍ରିକୋଣ ଚିହ୍ନ ଥିବା ଲୋକ ଧର୍ମାତ୍ମା ହୋଇଥାନ୍ତି

କୁଣ୍ଡଳୀ ମାଧ୍ୟମରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳଣି ଓ ରାଜଯୋଗ ବିଷୟରେ ଅଧିକାଂଶ ଶାସ୍ତ୍ରରେ ବର୍ଣନା କରାଯାଇଛି । ବିଶେଷ କରି ବହୁତ କମ ଲୋକ ଜାଣିଥିବେ ଯେ ଶରୀରର ଗଠନକୁ ନେଇ ରାଜଯୋଗ ମଧ୍ୟ ଉଲେଖ ରହିଛି । ସମୁଦ୍ର ଶାସ୍ତ୍ର ଅନୁସାରେ ଶାରୀରିକ ଗଠନ ଉପରେ ଆଧାର କରି ଭବିଷ୍ୟତ ମଧ୍ୟ ଜାଣି ହୁଏ । ତେବେ ଏନେଇ କଣ କହେ ସମୁଦ୍ର ଶାସ୍ତ୍ର ଚାଲନ୍ତୁ ଜାଣିବା...