ରାଗଠୁ ଦୂରରେ ରୁହନ୍ତୁ, ମିଳିବ ସଫଳତା

କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ । ମଣିଷ ରାଗିଥିବା ସମୟରେ ନିଜର ସତ୍ତା ହରାଇ ଦେଇଥାଏ । ସେଥିପାଇଁ ନିଜର ରାଗ ବା କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍ । କାରଣ କ୍ରୋଧ ସମୟରେ ବ୍ୟକ୍ତି ଭୁଲ ଓ ଠିକ ମଧ୍ୟରେ ଅନ୍ତର ଭୁଲି ଯାଇଥାଏ ଓ ଏପରି କିଛି କାର୍ଯ୍ୟ କରି ବସେ ଯାହା ନିଜପାଇଁ କ୍ଷତିକାରକ ହୋଇଥାଏ । ତେବେ ନୀତିଶାସ୍ତ୍ରରେ କ୍ରୋଧ ଉପରେ ଅନେକ ତଥ୍ୟ ଦିଆ ଯାଇଛି ।

Anger management

News Summary

କ୍ରୋଧ କରୁଥିବା ବ୍ୟକ୍ତିକୁ ଅନ୍ୟମାନେ ଭୟ କରିଥାନ୍ତି

 ରାଗରେ ଥିବା ବେଳେ କହିବା ପୂର୍ବରୁ ଭାବନ୍ତୁ

 ଆପଣ ଅଧିକ ରାଗୁଛନ୍ତି କି ? ତେବେ ହୋଇଯାଆନ୍ତି ସଚେତନ, କାହିଁକି ନା କ୍ରୋଧ ମଣିଷର ସବୁଠୁ ବଡ଼ ଶତ୍ରୁ। ଏହି ରାଗ ଆପଣଙ୍କ ପାଇଁ ହୋଇପାରେ ବହୁ କ୍ଷତିକାରକ ।  କ୍ରୋଧଠାରୁ ସର୍ବଦା ଦୁରେଇ ରହିବା ଆବଶ୍ୟକ । ଭଗବାନ ଶ୍ରୀ କୃଷ୍ଣ ଗୀତାର ଉପଦେଶରେ ଅର୍ଜୁନଙ୍କୁ କ୍ରୋଧଠାରୁ ଦୁରେଇ ରହିବ ପାଇଁ ସନ୍ଦେଶ ଦେଇଛନ୍ତି । ତେବେ ନୀତି ଶାସ୍ତ୍ର ଓ ପୁରଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ବିଦ୍ୱାନ ମାନଙ୍କ ମତରେ ଯୋଗ୍ୟ ବ୍ୟକ୍ତି କଦାପି କ୍ରୋଧ କରି ନଥାଏ ।

କ୍ରୋଧରେ ମଣିଷ କଣ କରେ :

କ୍ରୋଧକୁ କିପରି କରିବେ ନିୟନ୍ତ୍ରଣ: