Advertisment

କଳା ଓଠକୁ କରନ୍ତୁ ଗୋଲାପୀ, ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣଙ୍କ ଓଠ କଳା ପଡିଯାଇଛି ତେବେ ଚିନ୍ତା କରିବାର କିଛି ନାହିଁ। ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ । ଆଜି ଜାଣିବା ଓଠର ପ୍ରାକୃତିକ ରଙ୍ଗ କିପରି ପାଇବା ।

Beauty Tips for lips

Beauty Tips for lips

Advertisment

ମୁହଁର ସୌନ୍ଦର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଓଠ। ସେଇ ଗୋଲାପି ଓଠ ମୁହଁର ସୌନ୍ଦର୍ଯ୍ୟକୁ ବଢାଇବା ସହ ଲୋକଙ୍କୁ ଆକର୍ଷିତ ମଧ୍ୟ କରେ। କିନ୍ତୁ ଯାହା ଦେଖାଯାଏ ବିଭିନ୍ନ ପ୍ରକାର କେମିକାଲ୍‌ ପ୍ରସାଧନ ସାମଗ୍ରୀ ବ୍ୟବହାର ଦ୍ୱାରା ଓଠ କଳାପଡିଯାଉଛି। ତେବେ ଚାଲନ୍ତୁ ଜାଣିବା ପ୍ରାକୃତିକ ଉପାୟରେ କଳା ଓଠକୁ କିପରି କରିବେ ଗୋଲାପୀ ।

Advertisment

ନଡ଼ିଆ ତେଲ:

ଶୋଇବା ପୂର୍ବରୁ ବୁନ୍ଦେ ନଡ଼ିଆ ତେଲ ଆଣି ଓଠରେ ଲଗାନ୍ତୁ । କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।

ଲେମ୍ବୁ ରସ:

ଓଠରେ ଲେମ୍ବୁ ରସ ଲଗାନ୍ତୁ। ପ୍ରତି ଦିନ ଲେମ୍ବୁ ରସ ଲଗାଇବା ଦ୍ୱାରା ପିଗ୍‌ମେଟେସନ୍‌ ପାଇଁ କଳା ପଡିଯାଇଥିବା ଓଠ ଗୋଲାପି ହେବା ଆରମ୍ଭ କରିବ।

Advertisment

ବିଟ୍‌ ରସ:

ଓଠର ରଙ୍ଗ ଗୋଲାପି କରିବାରେ ବିଟ୍‌ ରସ ମଧ୍ୟ ବେଶ୍‌ ଉପକାରୀ। ପ୍ରତିଦିନ ବିଟ୍‌ ରସ ଲଗାଇବା ଦ୍ୱାରା ଓଠର ଚମକ ଫେରିଆସେ।

କାକୁଡି ରସ:

ନଡିଆ ତେଲ, ଲେମ୍ବୁ ରସ ସହ କାକୁଡି ରସକୁ ମିଶାଇ ଓଠରେ ଲଗାନ୍ତୁ । ଦେଖିବେ ଓଠର ରଙ୍ଗ ଗୋଲାପି ହେବ।

Advertisment

ହଳଦି ଗୁଣ୍ଡ:

ହଳଦି ଗୁଣ୍ଡ କେବେ ଓଠରେ ଲଗାଇବା କଥା ଆପଣ ଭାବିଛନ୍ତି । ଏହା ଓଠର କଳାଅଂଶକୁ ଦୂର କରିଥାଏ।

Beauty Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ