କେବେ ଖାଇନଥିବେ ମଟନ୍‌ର ଏହି ସ୍ୱାଦିଷ୍ଟ ରେସିପି

ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍ କୋର୍‌ମା’।

Sahi Mutton Korma

News Summary

ବନାନ୍ତୁ  ଘରେ 'ସାହି ମଟନ୍‌ କୋର୍‌ମା'

ଆପଣ କେବେ ‘ସାହି ମଟନ୍ କୋର୍‌ମା’ର ରେସିପି ଖାଇଛନ୍ତି କି ? ଆଜି ଶୁକ୍ରବାର ରାନ୍ଧଣାରେ ଘରେ ବନାନ୍ତୁ ‘ସାହି ମଟନ୍ କୋର୍‌ମା’ । ଏହି ରେସିପିଟିକୁ ଅତି ସହଜ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ସାହି ମଟନ୍ କୋର୍‌ମା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଟନ୍‌, ପିଆଜ, ତେଜପତ୍ର, ଅଳେଇଚ, ଗୁଜୁରାତି, ଷ୍ଟାରଫୁଲ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଦହି, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ, ଲୁଣ, ତେଲ ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ସାହି ମଟନ୍‌ କୋର୍‌ମା’। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ଭଲ ଲାଗିଥାଏ । ମଟନ୍‌ର ଏହି ସୁଆଦିଆ ରେସିପି ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷି ଦିଅନ୍ତୁ ।