ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ, ଆସନ୍ତୁ ଜାଣିବା

ଆପଣ କଣ କେବେ ଭାବିଛନ୍ତି ଆପଣଙ୍କ ରୋଷେଇ ଘରେ ରହିଥିବା ତାୱା ଓ କଡ଼ାଇ ହୋଇପାରେ ଆପଣଙ୍କ ଜୀବନର ଅନେକ ଅସୁବିଧାର କାରଣ । ହଁ ଆଜ୍ଞା , ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାକୁ ରାହୁଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ଆମକୁ କିଛିଟା କାର୍ଯ୍ୟରେ ମଧ୍ୟ ସାବଧାନ ରଖିବା ଆବଶ୍ୟକ ।

Vastu for kitchen

News Summary

ତାୱା ଓ କଡ଼ାଇ ରାହୁଙ୍କ ପ୍ରତୀକ ଅଟେ

ତାୱା ଓ କଡ଼େଇକୁ କେବେବି ଓଲଟେଇ ରଖିବା ଉଚିତ ନୁହେଁ

ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ଯେ ରୋଷେଇ ଘର ମାଆ ଲକ୍ଷ୍ମୀ ରହିଥାନ୍ତି । ସେଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଆମେ ରୋଷେଇ ଘରେ ଅନେକ ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ । ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ରୋଷେଇ ଘରେ କିପରି କରିବେ ଉପଚାର..