ବିବାହରେ ହେଉଛି କି ବିଳମ୍ବ ? କରନ୍ତୁ ଏହି ଉପାୟ

ବେଳେବେଳେ ସବୁ ଠିକ ହେଲା ପରେ ବି ବିବାହ ବିଳମ୍ବ ହୋଇଥାଏ । ବିଳମ୍ବ ବିବାହ ପଛରେ ଅନେକ କାରଣ ଥାଏ ଯାହାକୁ ଦୂର କରିବାକୁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ଅଛି । ବାସ୍ତୁଶାସ୍ତ୍ରର ଏହି ଉପାୟ ବିବାହରେ ଦେଖା ଦେଉଥିବା ବାଧା ଦୂର କରିଥାଏ ।

Vastu say about late marriage

News Summary

ନିଜ କୋଠରୀରେ କୌଣସି ଖାଲି ବାସନ ରଖନ୍ତୁ ନାହିଁ

ବିବାହ ହିନ୍ଦୁ ଧର୍ମର ପ୍ରମୁଖ ୧୬ ସଂସ୍କାର ମଧ୍ୟରୁ ଗୋଟିଏ । ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର । ଏଥିପାଇଁ ଅନେକ ରୀତିନୀତି ପାଳନ କରାଯାଏ । ବେଳେବେଳେ କିଛି କାରଣବଶତଃ ବିବାହ ବିଳମ୍ବ ହୋଇଥାଏ । ତେବେ ବାସ୍ତୁ ଦୋଷ ଯୋଗୁ ମଧ୍ୟ ବିବାହରେ ବିଳମ୍ବ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ବିଳମ୍ବ ବିବାହକୁ ନେଇ କଣ କହେ ବାସ୍ତୁ ।

ଶୀଘ୍ର ବିବାହ ପାଇଁ ବାସ୍ତୁ ଉପାୟ :

Vastu say about late marriage

ଶୀଘ୍ର ବିବାହ ପାଇଁ ଅନ୍ୟ ଉପାୟ :