କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ, ନଚେତ୍ ହୋଇପାରେ ସମସ୍ୟା

କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ, ଅର୍ଥାତ୍ ମଣିଷ ଯେବେ ରାଗ ବା କ୍ରୋଧରେ ଥାଏ ସେ କିଛି ଜାଣି ପାରିନଥାଏ । ନିଜର ନିୟନ୍ତ୍ରଣ ହରାଇ ବସିଥାଏ । ତେବେ ନୀତି ଶାସ୍ତ୍ରରେ କ୍ରୋଧକୁ ନେଇ ଅନେକ ତଥ୍ୟ ରହିଛି ।

How to Control Anger

News Summary

କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଗଣନା ବା କାଉଣ୍ଟ୍ କରନ୍ତୁ

ବିଭିନ୍ନ ନୀତିଶାସ୍ତ୍ରରେ କ୍ରୋଧ ଉପରେ ଅନେକ ତଥ୍ୟ ଦିଆ ଯାଇଛି l କାରଣ କ୍ରୋଧ ସମୟରେ ବ୍ୟକ୍ତି ଭୁଲ ଓ ଠିକ ମଧ୍ୟରେ ଅନ୍ତର ଭୁଲି ଯାଇଥାଏ ଓ ଏପରି କିଛି କାର୍ଯ୍ୟ କରି ବସେ ଯାହା ନିଜପାଇଁ କ୍ଷତିକାରକ ହୋଇଥାଏ । କ୍ରୋଧଠାରୁ ସର୍ବଦା ଦୁରେଇ ରହିବା ଆବଶ୍ୟକ । ଗୀତାର ଉପଦେଶରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କ୍ରୋଧଠାରୁ ଦୁରେଇ ରହିବ ପାଇଁ ସନ୍ଦେଶ ଦେଇଛନ୍ତି l ବିଦ୍ୱାନ ମାନଙ୍କ ମତରେ ଯୋଗ୍ୟ ବ୍ୟକ୍ତି କଦାପି କ୍ରୋଧ କରି ନଥାଏ l ତେବେ ଚାଲନ୍ତୁ ଜାଣିବା କ୍ରୋଧକୁ ନେଇ ଶାସ୍ତ୍ରରେ କଣ ରହିଛି ଉପଦେଶ ।

କ୍ରୋଧକୁ କିପରି କରିବେ ନିୟନ୍ତ୍ରଣ: