ଘରେ ଲାଗି ରହୁଛି କି ସ୍ୱାସ୍ଥ୍ୟ ସମସ୍ୟା ? ବାସ୍ତୁ ଅନୁଯାୟୀ କରନ୍ତୁ ଏହିଭଳି ଉପଚାର

ସୁସ୍ଥ ଶରୀର ମଣିଷର ସବୁଠୁ ବଡ଼ ପୁଞ୍ଜି । ବେଳେବେଳେ ଏପରି ହୋଇଥାଏ ଘରର କୌଣସି ସଦସ୍ୟଙ୍କୁ ଦୀର୍ଘ ଦିନ ଧରି ରୋଗରେ ଆକ୍ରାନ୍ତ ରହିବାର ଦେଖା ଦେଇଥାଏ ଓ ବିଭିନ୍ନ ଉପାୟ କଲେ ମଧ୍ୟ ଶରୀର ଠିକ୍ ହୋଇନଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ବାସ୍ତୁ ଦୋଷ ବୋଲି କୁହାଯାଏ । ଆସନ୍ତୁ ଜାଣିବା କଣ ରହିଛି କାରଣ ।

Vastu and Health

News Summary

ଘରର ମୁଖ୍ୟ ଦ୍ୱାରକୁ ରଖନ୍ତୁ ସଫା,ସ୍ୱାସ୍ଥ୍ୟ ସମସ୍ୟା ହେବ ଦୂର

ଘରର ମୁଖ୍ୟ ଦ୍ଵାରର କବାଟ ଭାଙ୍ଗି ନଥିବା ଆବଶ୍ୟକ