Astrospeak
  • Live TV
  • Read In English

କଣ କହେ ଆପଣଙ୍କ କପାଳର ରେଖା

ମଣିଷର ଭାଗ୍ୟ ମଥାରେ ଲେଖାଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଥାରେ ଥିବା ରେଖା ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରିତ କରିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆପଣଙ୍କର କପାଳର ରେଖା କଣ କହୁଛି । ଚାଲନ୍ତୁ ଜାଣିବା ।

luck is hidden in the line of the forehead
luck is hidden in the line of the forehead

News Summary

ଭାଗ୍ୟ ବଦଳାଇବ କପାଳର ରେଖା

କଥାରେ ଅଛି କପାଳ ଲିଖନ କେ କରିବ ଆନ । ମାନେ ମଣିଷ ଭାଗ୍ୟରେ ଯାହା ଅଛି ତାହା ହିଁ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କର କପାଳର ରେଖା ଦ୍ୱାରା ଆପଣଙ୍କର ଭାଗ୍ୟ ନିର୍ଦ୍ଧାରିତ ରଣ ହୋଇଥାଏ ।  ଭାଗ୍ୟ ଦର୍ଶାଇବା ପାଇଁ ମସ୍ତିଷ୍କରେ ୭ଟି ରେଖା ଥାଏ । ମସ୍ତିଷ୍କର ରେଖା  ଗ୍ରହର ପ୍ରତିନିଧିତ୍ୱ କରିଥାନ୍ତି । ମସ୍ତିଷ୍କର ସବୁଠାରୁ ତଳେ ଚନ୍ଦ୍ରମା ରେଖା ଅବସ୍ଥିତ। ଚନ୍ଦ୍ରମା ମନର କାରକ । ଏହି ରେଖା ସ୍ପଷ୍ଟ ଥିଲେ ଚନ୍ଦ୍ରମା ବଳବାନ ହୋଇଥାଏ।