ଭାଗ୍ୟ ବଦଳାଇ ଦେବ ରୋଷେଇ ଘରର ଏହି ଜିନିଷ, ଜାଣନ୍ତୁ କଣ

ଭାରତୀୟ ଜୀବନଯାପନ ପ୍ରଣାଳୀ ବାସ୍ତୁଶାସ୍ତ୍ର ଉପରେ କିଛି ମାତ୍ରାରେ ନିର୍ଭର କରିଥାଏ । ବେଳେ ବେଳେ ଜୀବନରେ ମାନସିକ ଚାପ ବଢିବା ଦ୍ୱାରା ପଇସାର ଅଭାବ ମଧ୍ୟ ଦେଖା ଦେଇଥାଏ ,ଯେଉଁ କାରଣରୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି । ବାସ୍ତୁ ଅନୁଯାୟୀ ରୋଷେଇ ଘରର ବିଭିନ୍ନ ଜିନିଷ ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ ।

kitchen and vastu

News Summary

ରୋଷେଇ ଘରର ଜିନିଷ ବଦଳାଇ ଦେବ ଭାଗ୍ୟ

ରୋଷେଇ ଘର ହେଉଛି ମାଆ ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟମଧ୍ୟ ବଦଳି ଯାଇପାରେ । କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ରୋଷେଇ ଘରକୁ ନେଇ କଣ କହେ ବାସ୍ତୁ ।