କେବେ ଖାଇଛନ୍ତି ମସରୁମ୍‌ର ଏହି ସୁଆଦିଆ ରେସିପି ?

ଖରାବେଳେ ଖାଦ୍ୟରେ କଣ ଖାଦ୍ୟ ପ୍ରସ୍ତୁତ କରିବେ ସେଥିପାଇଁ ଚିନ୍ତିତ କି ? ବିଲ୍‌କୁଲ୍‌ ଚିନ୍ତା କରନ୍ତୁ ନାହିଁ, କାରଣ ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବନେଇବୁ । ଆଜି ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଲାଇ ମଟର ମସ୍‌ରୁମ୍’

malai matar mushroom

News Summary

ଘରେ ବନାନ୍ତୁ 'ମଲାଇ ମଟର ମସ୍‌ରୁମ୍’

ଆପଣ ଆଗରୁ ଛତୁର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଛତୁ ବା ମସରୁମ୍‌ର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଲାଇ ମଟର ମସ୍‌ରୁମ୍’ ।

'ମଲାଇ ମଟର ମସ୍‌ରୁମ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଗ୍ରୀନ୍ ମଟର, କ୍ରୀମ୍ କାଜୁ, ଅଦା,ରସୁଣ, ପିଆଜ ପେଷ୍ଟ, ତେଲ, ଗୋଟା ଜିରା, ଗରମ ମସଲା ,ଦହି, ଧନିଆ ପାଉଡର, ଜିରା ପାଉଡର,ମେଥି, ଗୋଲମରିଚ ଗୁଣ୍ଡ, ଲୁଣ ସ୍ୱାଦନୁସାରେ

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ମସ୍‌ରୁମ୍ ପରଟା’

ପ୍ରସ୍ତୁତି ପ୍ରଣାଳୀ: