ବର୍ଷାଦିନରେ ରୋଗରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ୪ ପ୍ରକାର ଚା’, ମିଳିବ ଫାଇଦା

ଯଦି ଆପଣ ଏହି ମନସୁନ୍‌ରେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତାହାଲେ ଆପଣ ଏହି ଚା’କୁ ଆପଣାନ୍ତୁ ଆଉ ଚା’ ପିଇବାର ମଜା ଉଠାଇବା ସହ ଇମ୍ୟୁନିଟ୍‌ ମଧ୍ୟ ବଢାଇ ପାରିବେ । କାହିଁକି ନା ଏହି ଚା’ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ପାଇବେ ।

Drink these 4 types of tea

News Summary

ପିଅନ୍ତୁ ଏହି ୪ ପ୍ରକାର ଚା’

ବର୍ତ୍ତମାନ ବର୍ଷ ଋତୁ । ହଠାତ୍‌ ଗରମ୍‌ ବା ବର୍ଷ ଯୋଗୁଁ ସମସ୍ତଙ୍କର ସ୍ବାସ୍ଥ୍ୟ ବିଗିଡି ଯାଏ । ଏହି ମନସୁନ୍‌ ତଥା ମୌସୁମୀରେ ଗରମ ଚା ପିଇବାର ମଜା କିଛି ଅଲଗା ଥାଏ । କିନ୍ତୁ ବର୍ଷା ଋତୁରେ ଲୋକମାନେ ବାର ବାର ଚା ପିଇବା ପାଇଁ ସୁଯୋଗ ଖୋଜନ୍ତି । ଘରେ ସାଧାରଣତ କ୍ଷୀର ଚା ତିଆରି କରିବା ଏବଂ ପିଇବା ଏକ ଅଭ୍ୟାସ ରହିଯାଏ। ତଥାପି, ଏହା ଅଧିକ ପିଇବା ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

ଅଧିକ କ୍ଷୀର ଚା ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଆପଣ ଏହି ମନସୁନ୍‌ରେ କ୍ଷୀର ଚା ବଦଳରେ ଏକ ସୁସ୍ଥ ସୁନ୍ଦର ଉପାୟ ରେ ଚା' ବନେଇ ପିଇ ପାରିବେ । ତେବେ ଚାଲନ୍ତୁ ଜାଣିବା ମନ୍‌ସୁନ୍‌ରେ କେଉଁ ଚା' ପିଇବା ଉଚିତ୍ ।

ମନସୁନ୍‌ରେ କେଉଁ ଚା’ ପିଇବା ଉଚିତ୍

ଅଦା ଚା:

ଗ୍ରୀନ ଟି:

ତୁଳସୀ ଚା’: