ବିନା ପଇସାରେ ନିଅନ୍ତୁ ନାହିଁ ଏହି ସବୁ ଜିନିଷ,ଉପୁଜିପାରେ ଆର୍ଥିକ ସମସ୍ୟା

ପ୍ରାୟତଃ ଆମେ ବହୁବାର ବିନା ମୂଲ୍ୟରେ କିଛି ଜିନିଷ ଅନ୍ୟମାନଙ୍କଠାରୁ ନେଇଥାଉ । ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ବିନା ପଇସାରେ ଅନ୍ୟଠାରୁ ନେଉଥିବା ଜିନିଷ ଆମ ପାଇଁ କ୍ଷତିକାରକ ହୋଇପାରେ । ଏହା ଆମ ସାଧାରଣ ଜୀବନରେ ଆର୍ଥିକ ଓ ଘରୋଇ ସମସ୍ୟା ସୃଷ୍ଟି କରିଥାଏ ।

don’t take donations

News Summary

ବିନା ପଇସାରେ ତେଲ ନେବା ଅଶୁଭ ଅଟେ

ବିନା ପଇସାରେ କାହା ନିକଟରୁ ରାଶି ନେବା ଅଶୁଭ ହୋଇଥାଏ