ଆଜି ୨୦୨୨ ମସିହା ଅପ୍ରେଲ, ୧୨ ତାରିଖ, ମଙ୍ଗଳବାର, ମୀନ ୨୯ ଦିନ, ଚୈତ୍ର ମାସ ଶୁକ୍ଳପକ୍ଷ, ଏକାଦଶୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
Also Read
ସାହସିକତାର ସହ ପରିସ୍ଥିତିର ମୁକାବିଲା କରି ପ୍ରଶଂସିତ ହେବେ । ଚିନ୍ତାଗ୍ରସ୍ଥ ରହିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।
ପ୍ରତିକାର-କେଶର ର ତିଳକ ମଥାରେ ଲଗାନ୍ତୁ ।
ବୃଷ:
କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଶତ୍ରୁମାନେ ପରାଜିତ ହେବେ । ପରିବାରରେ ଶାନ୍ତି ପାଇବେ ।
ପ୍ରତିକାର- ଧଳା ରଙ୍ଗର ବ୍ୟବହାର କରନ୍ତୁ
ମିଥୁନ:
ଆର୍ଥିକ କ୍ଷତି ହୋଇପାରେ, ଏଣୁ ବ୍ୟବସାୟ ପ୍ରତି ସତର୍କ ରୁହନ୍ତୁ । ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ ।
ମାନସିକ ଚାପ ଅନୁଭବ କରିବେ ।
ପ୍ରତିକାର- ସୋମ୍ ସୋମାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
କର୍କଟ:
ଉଚ୍ଚ ପଦାଧିକାରୀଙ୍କ ଠାରୁ ମାନସମ୍ମାନ ପାଇବେ । ବକେୟା ଅର୍ଥ ଫେରିପାଇବେ । ଶରୀର ପ୍ରତି ଯତ୍ନବାନ ରୁହନ୍ତୁ, ଆଘାତ ଲାଗିପାରେ
ପ୍ରତିକାର-ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ
ସିଂହ:
ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । କାର୍ଯ୍ୟଭାର ବଢିଯିବା ଯୋଗୁଁ ମାନସିକ ଚାପ ଅନୁଭବ କରିବେ । ପରିବାରରେ ଶାନ୍ତି ପାଇବେ ।
ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ।
କନ୍ୟା:
ବିଭିନ୍ନ ଉପାୟରେ କାଯର୍ୟସାଧନ କରିବେ । ପରୋପକାର କରିବା ପାଇଁ ମନ କରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ।
ପ୍ରତିକାର-ସବୁଜ ରଙ୍ଗର ବ୍ୟବହାର କରନ୍ତୁ
ତୁଳା:
କର୍ମକ୍ଷେତ୍ରରେ ଉନ୍ନତି କରିବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ । ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରା କରିପାରନ୍ତି ।
ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ
ବିଛା:
କର୍ମକ୍ଷେତ୍ରରେ ବାଦବିବାଦ ଉପୁଜିପାରେ । ବନ୍ଧୁବାନ୍ଧବମାନେ ଅସହଯୋଗ କରିବେ । ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ରହିବେ, ଋଣ ମଧ୍ୟ କରିପାରନ୍ତି
ପ୍ରତିକାର-ହନୁମାନ ଚାଳିସା ପାଠ କରନ୍ତୁ
ଧନୁ:
ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ପୂର୍ବରୁ ଅଟକି ଥିବା କାଯର୍ୟକୁ ସମ୍ପୂର୍ଣ୍ଣ କରିବେ । ଯାନବାହନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ ଆଘାତ ଲାଗିପାରେ ।
ପ୍ରତିକାର- ବୃଂ ବୃହସ୍ପତୟେ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
ମକର:
ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ।
ଶରୀରରେ ଆଘାତ ଲାଗିପାରେ । ମାନସିକ ଚାପ ଅନୁଭବ ମଧ୍ୟ କରିପାରନ୍ତି ।
ପ୍ରତିକାର- ଶନିଶ୍ଚରାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
କୁମ୍ଭ:
ଆନନ୍ଦ ଉଲ୍ଲାସରେ ଦିନଟିକୁ ଅତିବାହିତ କରିବେ । ଆଶାରୁ ଅଧିକ ଆର୍ଥିକ ଲାଭ ହେବା ପାଇଁ ଚେଷ୍ଟା କରିବେ । ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି ।
ପ୍ରତିକାର- ନୀଳ ରଙ୍ଗର ବ୍ୟବହାର କରନ୍ତୁ
ମୀନ:
କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ଯୋଗୁଁ ମାନସିକ ଚାପ ଅନୁଭବ କରିବେ । ପରିବାରରେ ମତଭେଦ ଦେଖାଦେଇପାରେ । ସନ୍ତାନ ପକ୍ଷକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।
ପ୍ରତିକାର- - ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ