Daily Horoscope 9 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୯ ତାରିଖ, ବୁଧବାର, ମକର, ୨୭ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି,କୃତ୍ତିକା ନକ୍ଷତ୍ର,ବୃଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ ।

today's horoscope

News Summary

କିପରି କଟିବ ଆଜିର ଦିନ, ଜାଣନ୍ତୁ

ଆଜି ୨୦୨୨ ମସିହା, ଫେବୃଆରୀ ୯ ତାରିଖ, ବୁଧବାର, ମକର, ୨୭ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି,କୃତ୍ତିକା ନକ୍ଷତ୍ର,ବୃଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ଆସନ୍ତୁ ଜାଣିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି

ମେଷ: ଆଜି କୋର୍ଟ-କଚେରୀର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ । ଆଜି ସମସ୍ତ ଦିଗରେ ସଫଳତା ହାସଲ କରିବେ । ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ । ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ପ୍ରତିକାର-ଓଁ ରାମ ଦୂତାୟ ବିଦ୍ ମହେ, ପବନ ପୁତ୍ରାୟ ଧୀମହୀ ,ତନ୍ନୋ ହନୁ ପ୍ରଚୋଦୟାତ୍

ବୃଷ: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ ।ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ ।ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ । ମନ୍ତ୍ର-ଓଁ ମହାଲକ୍ଷ୍ମୀ ଚ ବିଦ୍ ମହେ, ବିଷ୍ଣୁ ପତ୍ନୀ ଚ ଧୀମହୀ, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟା

ମିଥୁନ: ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିବେ ।ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । କୌଣସି ସାମାଜିକ କାଯର୍ୟରେ ଯୋଗଦେବାକୁ ପଡ଼ିପାରେ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ । ଓଁ ଏକଦନ୍ତାୟ ବିଦ୍ ମହେ, ବକ୍ର ତୁଣ୍ଡାୟ ଧୀମହୀ, ତନ୍ନୋ ଦନ୍ତୀ ପ୍ରଚୋଦୟା

କର୍କଟ: ଆଜି କର୍ମକ୍ଷେତ୍ରର ଉଚ୍ଚ କତୃପକ୍ଷ ଆପଣଙ୍କ କାଯର୍ୟରେ ସନ୍ତୋଷ ଅନୁଭବ କରିବେ । ଆର୍ଥିକ ଦୃଷ୍ଟିରୁ ଲାଭ ହେବ । ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ । ଓଁ ନିଶାକରାୟ ବିଦ୍ ମହେ,କ୍ଷପାକରାୟ ଧୀମହୀ ,ତନ୍ନୋ ଚନ୍ଦ୍ର ପ୍ରଚୋଦୟା ।

ସିଂହ: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବହୁ ଦିନର ସ୍ବପ୍ନ ଆଜି ବାସ୍ତବରେ ପରିଣତ ହୋଇପାରେ । ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ । ଓଁ ଆଦିତ୍ୟାୟ ବିଦ୍ ମହେ,ମାର୍ତଣ୍ଡାୟ ଧୀମହୀ ,ତନ୍ନୋ ସୂଯର୍ୟ ପ୍ରଚୋଦୟା

କନ୍ୟା: ଆଜି ଆକସ୍ମିକ ଅର୍ଥଖର୍ଚ୍ଚ ହୋଇପାରେ । ଦୂର ଯାତ୍ରା କରିବାକୁ ପଡିପାରେ । ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ ମନୋରଞ୍ଜନରେ ଦିନ ବିତିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ । ଓଁ ବିଧୁ ତୁନ୍ଦାୟ ବିଦ୍ ମହେ,ରୋହିଣାୟ ଧୀମହୀ ,ତନ୍ନୋ ବୁଧ ପ୍ରଚୋଦୟା

ତୁଳା: ଆଜି ଆତ୍ମବିଶ୍ୱାସ ସହିତ ପ୍ରତ୍ୟେକ କାଯର୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ ।ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ

ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,ଓଁ ଉସନସ୍ମୈ ବିଦ୍ ମହେ,ଭୃଗୁ ପୁତ୍ରାୟ ଧୀମହୀ ,ତନ୍ନୋ ଶୁକ୍ର ପ୍ରଚୋଦୟା

ବିଚ୍ଛା: ଆଜି ଶାରୀରିକ ମାନସିକ ସୁଖ ଶାନ୍ତି ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରେ ସଫଳତା ମିଳିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ । ଓଁ ଅଙ୍ଗାରକାୟ ବିଦ୍ ମହେ, ଭୂମୀପୁତ୍ରାୟ ଧୀମହୀ, ତନ୍ନୋ ଭିପ୍ରଚୋଦୟା

ଧନୁ: ଆଜି ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ । ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ । ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ, ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି ।

ପ୍ରତିକାର-ଅଶୁଭତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ମକର: ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ । ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବ । ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,ଓଁ ଶନିଶ୍ଚରାୟ ବିଦ୍ ମହେ, ସୂଯର୍ୟ ପୁତ୍ରାୟ ଧୀମହୀ ,ତନ୍ନୋ ସୌ ପ୍ରଚୋଦୟାତ୍

କୁମ୍ଭ: ଆଜି କର୍ମକ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ । କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,ଓଁ ବିଧୁତୁନ୍ଦାୟ ବିଦ୍ ମହେ, ସିଂହିକାୟ ଧୀମହୀ ,ତନ୍ନୋ ରାହୁ ପ୍ରଚୋଦୟା

ମୀନ: ଆଜିର ଦିନ ଶୁଭଫଳଦାୟୀ ହେବ । ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ । ନୂତନ କାଯର୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ । ଧାର୍ମିକ କାଯର୍ୟରେ ଯୋଗଦାନ କରିପାରନ୍ତି

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,ଓଁ ଅଙ୍ଗିରସାୟ ବିଦ୍ ମହେ,ସୁରାଚାଯର୍ୟାୟ ଧୀମହୀ ,ତନ୍ନୋ ଜୀବ ପ୍ରଚୋଦୟା ।